Jump to content

କ୍ଳାସ୍ମାଷ୍ଟର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳାସ୍ମାଷ୍ଟର
ଉଚ୍ଚାରଣ: Klāsmāshṭar
ক্লাসমাস্টর किलासमाष्टर

ବୈଦେ. ବି. (ଇଂ) —

ବିଦ୍ୟାଳୟର କୌଣସି ଶ୍ରେଣୀର ପ୍ରଧାନ ପାଠ୍ୟ ବିଷୟମାନ ପଢ଼ାଇବା ପାଇଁ ଭାରପ୍ରାପ୍ତ ଶିକ୍ଷକ —Class-teacher.