Jump to content

କ୍ଳିନ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳିନ୍ନ
ଉଚ୍ଚାରଣ: Kḻinna
(କ୍ଳିନା—ସ୍ତ୍ରୀ)

(କ୍ଳିନତା—ବି)

ସଂ. ବିଣ (କ୍ଳିଦ ଧାତୁ=ଓଦା ହେବା+କତ୍ତୃ. ତ) —

୧: ଆର୍ଦ୍ର; ଓଦା —୧. Wet; moistened.

୨: ଘର୍ମାକ୍ତ; କ୍ଳେଦଯୁକ୍ତ —୨. Sweatened.

୩: ପାଣି ବୋହୁଥିବା (ଆଖି) — ୩. Running (eye).

୪: ଦୟାର୍ଦ୍ର —୪. Softened with pity.