Jump to content

କ୍ଳିଶିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳିଶିତ
ଉଚ୍ଚାରଣ: Kḻiṡita

ସଂ. ବିଣ (କ୍ଳିଶ ଧାତୁ=ପୀଡ଼ା ଦେବା+ଣିଚ+ତ) —

୧: ବିରକ୍ତ —୧. Vexed; perplexed.

୨: କଷ୍ଟପ୍ରାପ୍ତ —୨. Distressed.

୩: ଉତ୍ପୀଡ଼ିତ —୩. Tormented.