Jump to content

କ୍ଳିଷ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳିଷ୍ଟ
ଉଚ୍ଚାରଣ: Kḻishṭa

(କ୍ଳିଷ୍ଟତା—ବି)

ସଂ. ବିଣ (କ୍ଳିଷ୍ଟ ଧାତୁ+କର୍ମ. ତ) —

୧: କ୍ଳାନ୍ତ — ୧. Wearied.

୨: କ୍ଳେଶ ବା କଷ୍ଟପ୍ରାପ୍ତ —୨. Afflicted.

୩: କଠିନ; ଦୁର୍ବୋଧ୍ୟ — ୩. Difficult to understand.

୪: ଅନ୍ୟ ଦ୍ବାରା ଉତ୍ପୀଡ଼ିତ —୪. Tormented.