Jump to content

କ୍ଳିଷ୍ଟକଳ୍ପନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳିଷ୍ଟକଳ୍ପନା
ଉଚ୍ଚାରଣ: Kḻishṭakaḻpanā

ସଂ. ବି (କର୍ମଧା; କ୍ଳିଷ୍ଟ+ କଳ୍ପନା) —

ଯେଉଁ ଉପମା ବୁଝିବା ନିମନ୍ତେ କଳ୍ପନାଶକ୍ତିକୁ ଅତିରିକ୍ତ ଭାବରେ ଟଣାଓଟରା କରାଯାଏ —Strained or forced imagery.