Jump to content

କ୍ଳିଷ୍ଟତାଦୋଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳିଷ୍ଟତାଦୋଷ
ଉଚ୍ଚାରଣ: Kḻishṭatādosha

ସଂ. ବି —

ରଚନାରେ ଶବ୍ଦଦୋଷବିଶେଷ — A fault in composition.

[ଦ୍ର—ବହୁ ଶବ୍ଦ ପ୍ରଯୋଗରେ ଯେଉଁଠାରେ ଅତ୍ୟଳ୍ପ ମାତ୍ର ଅର୍ଥ ବୋଧ ହୁଏ, ସେହିଠାରେ କ୍ଳିଷ୍ଟତା ଦୋଷ ହୁଏ]