କ୍ଳିଷ୍ଟାର୍ଥ
ଦେଖଣା
କ୍ଳିଷ୍ଟାର୍ଥ —
ଉଚ୍ଚାରଣ: Kḻishṭārtha
ସଂ. ବି (କର୍ମଧା; କ୍ଳିଷ୍ଟ+ ଅର୍ଥ) —
୧: ଦୁର୍ବୋଧ୍ୟ ଅର୍ଥ — ୧. Difficult meaing.
୨: ଟାଣି ଓଟାରି କରାଯିବା ଅର୍ଥ — ୨. Strained or forced meaning.
ସଂ. ବିଣ. (ବହୁବ୍ରୀହ) —
ୟହିଁର ଅର୍ଥ ଦୁର୍ବୋଧ୍ୟ — Of difficult meaning.