Jump to content

କ୍ଳୀଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳୀଁ
ଉଚ୍ଚାରଣ: Kḻīñ

ଦେ. ବି —

ଅଣାକାରେ ମତାବଲମ୍ବୀମାନଙ୍କର ତିନିଗୋଟି ବୀଜମନ୍ତ୍ର ମଧ୍ୟରୁ ଏକ; କାମବୀଜ, ମହେଶ୍ବର, ଭଗବାନ୍, ଚନ୍ଦ୍ରାବଳୀ ଓ ସୁଭଦ୍ରାଙ୍କର ବୀଜମନ୍ତ୍ର —A mystic sound uttered by the followers of the Aṇākāra persuation.