କ୍ଳୀବଲିଙ୍ଗ
ଦେଖଣା
କ୍ଳୀବଲିଙ୍ଗ —
ଉଚ୍ଚାରଣ: Kḻībaliṅga
ସଂ. ବି. (କ୍ଳୀବ+ଲିଙ୍ଗ) —
(ବ୍ୟାକରଣ) ୟାହା ପୁଂ— ବାଚକ ବା ସ୍ତ୍ରୀ ବାଚକ ଶବ୍ଦ ନୁହେ ତାହାର ଲିଙ୍ଗ — (Grammar) Neuter gender.
[ଦ୍ର—ସଂସ୍କୃତରେ ଲିଙ୍ଗଭେଦ ବିଶେଷ ଗୋଳମାଳିଆ; ମାତ୍ର ଓଡ଼ିଶାରେ ସାଧାରଣ ନିୟମ ଏହି ଯେ—ପୁରୁଷ ଜାତୀୟ ଜୀବ ବୁଝାଇଲେ ପୁଂଲିଙ୍ଗ, ସ୍ତ୍ରୀ ଜାତୀୟ ଜୀବ ବୁଝାଇଲେ ସ୍ତ୍ରୀଲିଙ୍ଗ ଓ ଅନ୍ୟାନ୍ୟ ନିର୍ଜୀବ ବସ୍ତୁବାଚକ ଶବ୍ଦ କ୍ଳୀବଲିଙ୍ଗ ଅଟେ]