କ୍ଳେଦକ
ଦେଖଣା
କ୍ଳେଦକ —
ଉଚ୍ଚାରଣ: Kḻedaka
ସଂ. ବିଣ. (କ୍ଳିଦ ଧାତୁ+କର୍ତ୍ତୃ. ଅକୁ) —
ଆର୍ଦ୍ରକାରୀ; ୟାହା ଓଦା କରେ — Moistening; wetting.
ସଂ. ବି —
୧: କଫ —୧. Phlegm
୨: ଶରୀର ମଧ୍ୟସ୍ଥ ପାକାଗ୍ନିବିଶେଷ; ଜଠରାଗ୍ନି ବିଶେଷ — ୨. One of the digestive fires of the system.