ଶବ୍ଦାର୍ଥ:
କ୍ଳେଶକ — ଉଚ୍ଚାରଣ: Kḻeṡaka
ସଂ. ବିଣ. (କ୍ଳିଶ ଧାତୁ+କର୍ତ୍ତୃ. ଅକ) —
ପୀଡ଼ାଦାୟକ — Troublesome; afficting.