Jump to content

କ୍ଳେଶଭାଷା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳେଶଭାଷା
ଉଚ୍ଚାରଣ: Kḻeṡabhāṡhā

ଦେ. ବି —

ଦୁଃଖର କାହାଣୀ; ନିଜେ ଅନୁଭବ କରିଥିବା କ୍ଳେଶର ବର୍ଣ୍ଣନା — Sad story; the story of one's woes.

ବୋଲେ ସୁଗ୍ରୀବେ ରାମ କ୍ଳେଶଭାଷା ଭଞ୍ଜ. ବୈଦେହୀଶବିଳାସ