Jump to content

କ୍ଳେଶିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳେଶିତ
ଉଚ୍ଚାରଣ: Kḻeṡita
(କ୍ଳେଶିତା—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ଳେଶ+ପ୍ରାପ୍ତାର୍ଥେ ଇତ) —

କ୍ଳେଶ ପ୍ରାପ୍ତ —Troubled; distressed; pained; afficted.