କ୍ଳୋମ
ଦେଖଣା
କ୍ଳୋମ —
ଉଚ୍ଚାରଣ: Kḻoma
ସଂ. ବି. (କ୍ଳୁ ଧାତୁ=ଗତି କରିବା+ସଂଜ୍ଞାର୍ଥେ. ମତ୍) —
୧: ଶରୀରସ୍ଥ ବାଯୁର ଆଧାର; ଫୁସ୍ଫୁସ୍; ପୁଟୀ; ପୁଟା — ୧. Lungs.
୨: ମୂତ୍ରାଶୟ; ମୂତପୁଡ଼ା —୨. Bladder.