Jump to content

କ୍ଳୌବ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଳୌବ୍ୟ
ଉଚ୍ଚାରଣ: Kḻ&aline;i̱bya

ସଂ. ବି. (କ୍ଳୀବ+ଭାବାର୍ଥେ. ଯେ) —

୧: ନପୁଂସକତ୍ବ ୧. Impotence; sexual debility.

୨: ଭୀରୁତା — ୨. Timidity; cowardice; unmanliness.

୩: ଶକ୍ତିହୀନତା —୩. Incapacity.

୪: ନିର୍ବୋଧତା; ଓଲମାପଣିଆଁ — ୪. Stupidity.