କ୍ଷଣକେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣକେ
ଉଚ୍ଚାରଣ: Kshaṇake

ଦେ. କ୍ରି. ବିଣ —

୧: ଏକ ମୂହୂର୍ତ୍ତରେ; କ୍ଷଣକାଳ ମଧ୍ୟରେ; ଅତି ଅଳ୍ପକାଳ ମଧ୍ୟରେ — ୧. In a moment; in no time.

୨: ଏହିକ୍ଷଣି; ବର୍ତ୍ତମାନ — ୨. Immediately; just now.