କ୍ଷଣନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣନ
ଉଚ୍ଚାରଣ: Kshaṇana

ସଂ. ବି (କ୍ଷଣ ଧାତୁ= ଆଘାତ କରିବା+ ଭାବ. ଅନ) —

ଆଘାତ କରିବା — Hurting; wounding.