କ୍ଷଣପ୍ରଭା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣପ୍ରଭା
ଉଚ୍ଚାରଣ: Kshaṇaprabhā

ସଂ. ବି. (ବହୁବ୍ରୀହ; କ୍ଷଣ+ପ୍ରଭା; ୟାହାର ପ୍ରଭା କ୍ଷଣସ୍ଥାୟୀ) —

ବିଦ୍ଯୁତ; ବିଜୁଳି — Lightning.