କ୍ଷଣଭଙ୍ଗୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷଣଭଙ୍ଗୁର
ଉଚ୍ଚାରଣ: Kshaṇabhaṅgura
(କ୍ଷଣଭଙ୍ଗୁରା—ସ୍ତ୍ରୀ)

(କ୍ଷଣଭଙ୍ଗୁରତା—ବି)

ସଂ. ବିଣ. ପୁଂ (କ୍ଷଣ+ଭଙ୍ଗୁର) —

ଅତି ଅଳ୍ପ ସମୟରେ ୟାହା ବିନାଶପ୍ରାପ୍ତ ହୁଏ ବା ନଷ୍ଟ ହୋଇ— ଯାଏ Perishing in a moment; perishable in a short time; frail; ephemeral.