କ୍ଷତଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତଜ
ଉଚ୍ଚାରଣ: Kshataja

ସଂ. ବି. (କ୍ଷତ+ଜନ ଧାତୁ+ଅ) —

୧: ରୁଧିର; ରକ୍ତ — Blood.

ବହିବାର କ୍ଷତଜଟି ନୀର ହୋଇ ଭଞ୍ଜ. ବୈଦେହୀଶବିଳାସ

୨: ପୂଜ —୨. Pus.

ସଂ. ବିଣ. —

ଆଘାତରୁ ଜାତ —Due to wounds; resulting from wounds.