କ୍ଷତବ୍ରତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତବ୍ରତ
ଉଚ୍ଚାରଣ: Kshatabrata
(କ୍ଷତବ୍ରତା—ସ୍ତ୍ରୀ)

ସଂ. ବିଣ. ପୁଂ (ବହୁବ୍ରୀହ; କ୍ଷତ ହୋଇଅଛି ବ୍ରତ ୟାହାର) —

ବ୍ରତ ଭଙ୍ଗ କରିଥିବା (ଛାତ୍ର ବା ବ୍ୟକ୍ତି) — (a student or person) who has violated his vows or religious engagements.