କ୍ଷତିକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତିକର
ଉଚ୍ଚାରଣ: Kshatikara

ସଂ. ବିଣ(କ୍ଷତି+ଜନ ଧାତୁ+ତର୍ତ୍ତୃ. ଅ) —

ୟାହାଦ୍ବାରା କ୍ଷତିଘଟେ — Bringing about loss or damage; damaging.