କ୍ଷତିବୃଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତିବୃଦ୍ଧି
ଉଚ୍ଚାରଣ: Kshatibṛuddhi.

ସଂ. ବି (ବିପରୀତାର୍ଥକ ସହଚର; କ୍ଷତି+ବୃଦ୍ଧି) —

୧: ଲାଭାଲାଭ; ହାନି ଓ ଲାଭ — ୧. Profit and loss.

୨: ହାନି ବା ଲାଭ —୨. Profit and loss.