କ୍ଷତ୍ରଧର୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତ୍ରଧର୍ମ
ଉଚ୍ଚାରଣ: Kshatradharma

ସଂ. ବି. (୬: ଷ୍ଠୀ ତତ୍; କ୍ଷତ୍ର+ଧର୍ମ)

୧: ସାହସ —.୧. Bravery.

୨: ଯୁଦ୍ଧରେ ସାହସ —.୨. Military heroism.

୩: କ୍ଷତ୍ରୀୟ କର୍ତ୍ତବ୍ୟ କର୍ମ —. ୩. Dutids of a Kshatriya.