କ୍ଷତ୍ରିଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତ୍ରିୟ
ଉଚ୍ଚାରଣ: Kshattriya

ସଂ. ବି. ପୁଂ. (କ୍ଷତ୍ତ୍ର+ଇୟ) —.

ହିନ୍ଦୁ ମାନଙ୍କର ଦ୍ବିତୀୟ ବର୍ଣ୍ଣ; ଯୋଦ୍ଧାଜାତି; ଖଣ୍ଡାଏତ —. The second or warrior caste among the Hindus.

[ଦ୍ର—.ଏମାନେ ବ୍ରହ୍ମଙ୍କ ବାହୁରୁ ଜନ୍ମ ଲଭିଥିଲେ ଏମାନେ ଦ୍ବିଜାତି; ପଇତା ପକାନ୍ତି ହିନ୍ଦୁନାମଙ୍କ ମଧ୍ୟରେ ବ୍ରାହ୍ମଣଙ୍କୁ ଛାଡ଼ି ଦେଲେ ଏମାନେ ସର୍ବଶ୍ରେଷ୍ଠ ଜାତି ଯୁଦ୍ଧ କରିବା ଓ ବିପନ୍ନ ବ୍ୟକ୍ତିର ଉଦ୍ଧାର କରିବା ଏ ଜାତିର ପ୍ରଧାନ କର୍ତ୍ତବ୍ୟ ଥିଲା କ୍ଷତ୍ରିୟନମାନ ରାଜା ହେଉଥିଲେ ଓଡ଼ିଶାର ଅଧିକାଂଶ ରାଜା ରାଜପୁତାନା କ୍ଷତ୍ରିୟବଂଶସମ୍ଭୃତ]