କ୍ଷତ୍ରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷତ୍ରୀ
ଉଚ୍ଚାରଣ: Kshatrī

ସଂ. ବି. ସ୍ତ୍ରୀ. (କ୍ଷତ୍ର+ଈ) —

୧: କ୍ଷତ୍ରିୟ ସ୍ତ୍ରୀ —. ୧. A woman of Kshatriya-caste.

୨: ଜଳ —.୨. Water.

୩: ଦେହ —.୩. Body.

ସଂ. ବି. ପୁଂ. —. (କ୍ଷତ୍ର+ଇନ୍;୧: ମା.୧: ବ)

କ୍ଷତ୍ରିୟ —. A man of the military order.

ବ୍ରହ୍ମ କ୍ଷତ୍ରୀ ବେଶ୍ୟ ଶୂଦ୍ର ଗୋପାଳ ଯେ ପାଞ୍ଚ ପ୍ରାଚୀ . ଶ୍ରୀ ଗୁରୁଭକ୍ତି ଗୀତା