କ୍ଷପଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷପଣ
ଉଚ୍ଚାରଣ: Kshapaṇa
(କ୍ଷପଣା—ସ୍ତ୍ରୀ)

ସଂ. ବି. ପୁଂ —

୧: (କ୍ଷପ ଧାତୁ=ଉପବାସ କରିବା+କର୍ତ୍ତୃ. ଅନ+)— କ୍ଷପଣକ (ଦେଖ) ୧. Kshapaṇaka (See)

୨: କ୍ଷେପଣ —୨. Throwing

୩: ଶିବ —୩. God Ṡiba