କ୍ଷବକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷବକ
ଉଚ୍ଚାରଣ: Kshabaka

ସଂ. ବି. (କ୍ଷୂ ଧାତୁ+କର୍ତ୍ତୃ.ଅକ) —

୧: ଅପାମାର୍ଗ (ଗୁଳ୍ମ) — ୧. The plant Achynanthes Aspera.

୨: ରାଇ ସୋରିଷ —୨. Black mustard.

୩: ଶାକବିଶେଷ —୩. Akind of potherb.