କ୍ଷମତାପନ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷମତାପନ୍ନ
ଉଚ୍ଚାରଣ: Kshamatāpanna
ক্ষমতাপন্ন

ଦେ. ବିଣ —

୧: ଶକ୍ତିଶାଳୀ —୧. Able; powerful.

୨: ମାଲିକ ଯେଉଁ କର୍ମଚାରିଠାରେ କୌଣସି କାର୍ଯ୍ୟ ଚଳାଇବାଲୁ ଅଧିକାର ଦେଇଥାନ୍ତି; ଭାରପ୍ରାପ୍ତ (ପ୍ରତିନିଧି) —୨. Authorised (agent)

୩: ସାଂସାରିପକ ସରଳତା ଯୁକ୍ତ; ବିଭବଶାଳୀ — ୩. Well-to-do.