କ୍ଷମାଭୁକ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷମାଭୁକ୍
ଉଚ୍ଚାରଣ: Kshamābhuk

ସଂ. ବି. (କ୍ଷମା=ପୃଥିବୀ+ଭୁଜ ଧାତୁ=ଭୋଗ କରିବା+ କର୍ତ୍ତୃ. କ୍ବିପ୍) —

ରାଜା —King.