କ୍ଷମିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷମିବା
ଉଚ୍ଚାରଣ: Kshamibā
ক্ষমা क्षमना

ଦେ. କ୍ରି(ସଂ. କ୍ଷମ ଧାତୁ) —

୧: ଦୋଷ ମାର୍ଜନା କରିବା; କ୍ଷମା କରିବା —୧. To forgive;to grant pardon.

କ୍ଷମିବୁ ସ୍ବଗୁଣେ ତୋର ଅଧମ ଜନକେ— ଚିନ୍ତାମଣି, ବିକ୍ରମାଦିତ୍ୟ

୨: (ଗୀତ)ଭଣିବା; ରଚନା କରିବା — ୨. To compose (a song).