କ୍ଷୟକାରୀ

ଉଇକିଅଭିଧାନ‌ରୁ
(କ୍ଷଯକାରୀରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ଷୟକାରୀ
ଉଚ୍ଚାରଣ: Kshayakārī
(କ୍ଷୟକାରିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ (କ୍ଷୟ+କୃ ଧାତୁ+କର୍ତ୍ତୃ. ଇନ୍ ୧: ମା. ୧: ବ) —

ବିନାଶକ —Causing decline; destroying.