କ୍ଷୟିତ

ଉଇକିଅଭିଧାନ‌ରୁ
(କ୍ଷଯିତରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ଷୟିତ
ଉଚ୍ଚାରଣ: Kshayita

ସଂ. ବିଣ (କ୍ଷୟ+ଯୁକ୍ତାର୍ଥ. ଇତ) —

୧: କ୍ଷୀଣତାପ୍ରାପ୍ତ —୧. Worne out; weakened.

୨: ହ୍ରାସପ୍ରାପ୍ତ —୨. Diminished.

୩: ବିନାଶପ୍ରାପ୍ତ —୩. Destroyed.