କ୍ଷରିବା
କ୍ଷରିବା —
ଉଚ୍ଚାରଣ: Ksharibā
ক্ষরা
टपकना,झरना
ଦେ. କ୍ରି (ସଂ. କ୍ଷର ଧାତୁ) —
୧: କ୍ଷରିତ ହେବା; ଝରିବା; ଟୋପାଟୋପା ହୋଇ ପଡ଼ିବା —୧. To ooze; to leak; to flow.
ଜୀବ ପରମ କର୍ମ କରେ ସେ କର୍ମ ଫଳ କ୍ଷରେ ବଳେ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ
୨: (କ୍ଷର ଧାତୁ ଣିତ) ସ୍ରବାଇବା — ୨. To cause to flow.
କ୍ଷରବି ସର୍ବ ଶଶ୍ସ୍ୟ ମୁହିଁ କ୍ଷୀର ଜୀବନ ଯେଣେ ରହି ଜଗନ୍ନାଥ. ଭାଗବତ