କ୍ଷାରକର୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାରକର୍ମ
ଉଚ୍ଚାରଣ: Kshārakarma

ସଂ. ବି. (କ୍ଷାର+କର୍ମନ୍; ୧: ମା. ୧: ବ.) —

୧: (ବୈଦ୍ୟକ) ଫୁଲିଯିବା ମାଂସକୁ କଷ୍ଟିକ୍ ବା ଲୁଣ ଆଦି ଦେଇ କୋରିବା —Applying caustic alkali (Lapis infernalis) to proud flesh etc. (M.W.)

୨: (ବୈଦ୍ୟକ) ଲୁଣ ଆଦି ପ୍ରଯୋଗଦ୍ବାରା ଚିକିତ୍ସା — ୨. Applying acrid remedies in general. (M.W.)