କ୍ଷାରସୂତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାରସୂତ୍ର
ଉଚ୍ଚାରଣ: Kshārasūtra

ସଂ. ବି. (ମ. ପ. ଲୋ; କ୍ଷାରଲିପ୍ତ ସୂତ୍ର) —

(ବୈଦ୍ୟକ) ଖାର ବୋଳା ଯାଇଥିବା ସୂତା (ୟାହାକୁ) ଅର୍ଶ ଓ ଭଗନ୍ଦର ରୋଗର ମାଂସବଳିରେ ବାନ୍ଧିଲେ ତାହା ଛିଣ୍ଡି ପଡ଼େ) — Caustie thread applied to fistula etc.