କ୍ଷାରିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାରିତ
ଉଚ୍ଚାରଣ: Kshārita

ସଂ. ବିଣ. (କ୍ଷର ଧାତୁ ଣିଚ୍=କ୍ଷାରି ଧାତୁ+ତ) —

୧: କ୍ଷରରୁ ଛଣା ହୋଇଥିବା; ଖାରରୁ ନିଃସ୍ୟନ୍ଦିତ — ୧. Distilled from alkaline substance.

୨: ପରସ୍ତ୍ରୀଗମନ ଅଭିଯୋଗରେ ମିଥ୍ୟାରେ ଅଭିଯୁକ୍ତ — ୨. Falsely accussed of adultery.