କ୍ଷାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାଳ
ଉଚ୍ଚାରଣ: Kshāḻa

ସଂ. ବି. (କ୍ଷଳ ଧାତୁ=ଧୋଇବା+ଭାବ. ଅ) —

୧: ଧୋଇବା; ହକାଳିବା — ୧. Act of washing.

୨: ଶୋଧନ କରିବା — ୨. Purifying; rectifying.

୩: ପରିଷ୍କାର କରିବା —୩. Cleansing.

୪: ପୋଛିବା —୪. Wiping away.

୫: ଦୋଷାଦିରୁ ଆପଣାକୁ ମୁକ୍ତ କରିବା — ୫. Clearing one's self from false imputations; exculpating one's self; self-vindication.