କ୍ଷାଳିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାଳିତ
ଉଚ୍ଚାରଣ: Kshāḻita

ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) —

୧: ଧୌତ — ୧. Throughly washed.

୨: ପରିଷ୍କୃତ —୨. Cleansed.

୩: ଶୋଧିତ —୩. Purified; refined.

୪: ପୋଛା ହୋଇଥିବା —୪. Wiped away.

୫: ଦୋଷରୁ ବା ଅପବାଦରୁ ମୁକ୍ତ —୫. Exculpated.