କ୍ଷିତିଧର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିତିଧର
ଉଚ୍ଚାରଣ: Kshitidhara

ସଂ. ବି. (କ୍ଷିତି+ ଧ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) —

୧: ରାଜା —୧. King.

୨: ପର୍ବତ —୨. Mountain.

୩: ବାସୁକୀ —୩. The mythological serpent Bāsukī (supposed to hold up the earth).