କ୍ଷିତିବୃତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିତିବୃତ୍ତି
ଉଚ୍ଚାରଣ: Kshitibṛutti

ସଂ. ବି. (୬: ଷ୍ଠୀ ତତ୍; କ୍ଷିତି+ବୃତ୍ତି) —

ଧୈର୍ୟ୍ୟ; ସହନଶୀଳତା —Patience.