କ୍ଷିପଣ୍ଯୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିପଣ୍ଯୁ
ଉଚ୍ଚାରଣ: Kshipaṇyu

ସଂ. ବିଣ. (କ୍ଷିପ ଧାତୁ+ କର୍ତ୍ତୃ. ଅଣ୍ଯୁ) —

୧: ମଧୁର ସୁବାସଯୁକ୍ତ — ୧. Sweet-smelling; fragrant.

୨: ଚାରି ଆଡ଼େ ବିଞ୍ଚୁ ଥିବା —୨. Diffusing.

ସଂ. ବି —

୧: ଦେହ —୧. The body.

୨: ବସନ୍ତ କାଳ —୨. The spring season.

୩: ସୁଗନ୍ଧ —୩. Fragrance; sweet smell.