କ୍ଷିପ୍ତ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିପ୍ତ କରିବା
ଉଚ୍ଚାରଣ: Kshipta karibā

ଦେ. କ୍ରି —

ଉତ୍ତୋଳନ କରିବା — To lift up.

ହସ୍ତ ଅର୍ଗଳ କ୍ଷିପ୍ତ କରି ପ୍ରାଚୀ ପୂର୍ଣ୍ଣତମଚନ୍ଦ୍ରୋଦୟ