କ୍ଷିପ୍ନୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିପ୍ନୁ
ଉଚ୍ଚାରଣ: Kshipnu

ସଂ. ବିଣ. (କ୍ଷିପ୍ ଧାତୁ+ କର୍ତ୍ତୃ. ନୁ) —

୧: କ୍ଷେପଣଶୀଳ — ୧. Throwing; ejecting.

୨: ହତ୍ୟାକାରୀ —୨. Killing.