କ୍ଷିପ୍ରକାରୀ

ଉଇକିଅଭିଧାନ ରୁ
Jump to navigation Jump to search

ଶବ୍ଦାର୍ଥ:

କ୍ଷିପ୍ରକାରୀ
ଉଚ୍ଚାରଣ: Kshiprakārī
(କ୍ଷିପ୍ରକାରିଣୀ—ସ୍ତ୍ରୀ)

ସଂ. ବିଣ. ପୁଂ. (କ୍ଷିପ୍ର+କୁ ଧାତୁ+ଇନ୍ ୧: ମା. ୧: ବ.) —

କୌଣସି କାର୍ୟରେ ୟାହାର ସିଦ୍ଧହସ୍ତତା ବା ଫୁର୍ତ୍ତି ଦେଖାଯାଏ; ଯେ କୌଣସି କାର୍ୟକୁ ଅତିଶୀଘ୍ର କରିପାରେ; ଚାଲାଖ୍ —Prompt; quick in action; nimble; quick-handed.