କ୍ଷିଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିୟା
ଉଚ୍ଚାରଣ: Kshiyā

ସଂ. ବି. (କ୍ଷି ଧାତୁ+ଭାବ. ଅ+ଆ) —

୧: ବିନାଶ — ୧. Destruction.

୨: ସଦାଚାରବିରୁଦ୍ଧ କର୍ମ; ବେଆଦବୀ — ୨. Impropriety of behaviour; offence against established customs or etiquette.