କ୍ଷିରାବଜିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରାବଜିଆ
ଉଚ୍ଚାରଣ: Kshirābajiā

ଦେ. ବି. (ବିଣିଆ ଶବ୍ଦ) —

ସୁନା ଅଳଂଙ୍କାରରେ ବ୍ୟବହୃତ ହେବା ଏକ ପ୍ରକାର ଚକତି —A circular bit of gold plate used in making gold ornaments.