କ୍ଷିରିପିଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରିପିଠା
ଉଚ୍ଚାରଣ: Kshiripiṭhā

ଦେ. ବି. —

୧: ଉତ୍ସବାଦିରେ ଅଭ୍ୟାଗତ ଅତିଥିମାନଙ୍କୁ ଭୋଜନାର୍ଥ ଦିଆ ଯିବା ଖିରି ଓ ପିଠା ଓଡ଼ିଶାରେ ଗୃହସ୍ଥର ଜାତିଭୋଜନରେ ଭାତ ଡ଼ାଲି ଇତ୍ୟାଦି ଖାଇ ସାରିବା ସଙ୍ଗେ ସଙ୍ଗେ ଦୁଧରେ ଆଉଟା ହୋଇ ସିଦ୍ଧ ହୋଇଥିବା ଚାଉଳଚୂନା ବା କ୍ଷିରି ଓ ଗୁଡ଼ରେ ତିଆରି ହୋଇଥିବା ଘୃତପକ୍ବ ମିଷ୍ଟାନ୍ନ ବା ପିଠା ଦିଆଯାଏ) — ୧. Sweet cake and gruel served at the end of meals in cast-dinners in Orissa.

୨: ବିବାହାଦି ଶୁଭାନୁଷ୍ଠାନମାନଙ୍କରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ଦିଆ ଯିବା ଭୋଜନ (ଏଥିରେ କ୍ଷିରି ଓ ପିଠା ପ୍ରଧାନ ଉଲ୍ଲେଖ ଯୋଗ୍ୟ ଉପକରଣ ଥିବାରୁ —୨. Caste-dinner or dinner geven to relations and friends.

୩: ପାରିବାରିକ ମଙ୍ଗୋଳତ୍ସବ — ୩. Social festivities.