କ୍ଷିରୋଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରୋଦ
ଉଚ୍ଚାରଣ: Kshiroda

ଦେ. ବି. —

(ସଂ. କ୍ଷୀରୋଦ)=କ୍ଷୀର ସମୁଦ୍ର ପରି ଧଳା କ୍ଷିରୋଦ୍ର; ଧଳା ପାଟ ଲୁଗା —White silk cloth.

କ୍ଷତିଭୂଷାଟିକି କ୍ଷିରୋଦଶାଟିକି ମାନିଲ ମାଜଣାଶେଷରେ— କବିସୂର୍ଯ୍ୟ. ଚନ୍ଦ୍ରକଳା