କ୍ଷିରୋଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷିରୋଦ୍ର
ଉଚ୍ଚାରଣ: Kshirodra

ଦେ. ବି. (ସଂ. କ୍ଷିରୋଦ; ଏହା କ୍ଷିରୋଦ ବା କ୍ଷିରସାଗର ପରି ଶୁକ୍ଳବର୍ଣ୍ଣ ଥିବାରୁ)—ଶୁକ୍ଳବର୍ଣ୍ଣ ପଟ୍ଟୁବସ୍ତ୍ର — White silk-cloth for wearing.